Posts

ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ପକ୍ଷରୁ ଯାଜପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ

Image
  ଗତ ଜାନୁଆରୀ ୧୪ ରେ  ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ପକ୍ଷରୁ ଯାଜପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଉଦଘାଟନ ହୋଇଛି। ଏହି ସଭାରେ ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ର ଅଧକ୍ଷ ପ୍ରିୟ ରଂଜନ ନାୟକ ସଭାପତିତ୍ବରେ ବିଂଝାରପୁର ବିଧାୟିକା ତଥା ଶାସକ ଦଳ ମୁଖ୍ୟ ସଚେତକ ଏବଂ ମୁଖ୍ୟ ପରାମର୍ଶ ଦାତା ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ଶ୍ରୀମତୀ ପ୍ରମିଳା ମଲ୍ଲିକ ମହୋଦୟା, ବିଂଝାରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ନନ୍ଦ କିଶୋର ସାମଲ ମହୋଦୟ, ବିଂଝାରପୁର ଛାତ୍ର ବିଜେଡ଼ି ସଭାପତି ଲେଲିନ ଦାସ, ଭଦ୍ରକ ଜିଲ୍ଲା ଛାତ୍ର ବିଜେଡ଼ି ଉପ ସଭାପତି ହୃଦୟ ରଜଂନ ମହାପାତ୍ର, ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ର ରାଜ୍ୟ ସଭାପତି ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ, ଅନ୍ୟମାନଙ୍କ ମଧ୍ୟରେ ଦିପକ ଜେନା,ତନ୍ମୟ ସାମଲ, ସୁବ୍ରତ ପୃଷ୍ଟି , ପ୍ରଭାତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ

New leader of OESA

Image
ସମସ୍ତ ନୂତନ ଭାବେ ସଂଗଠନର ବିଭିନ୍ନ ପଦବୀ ର ଭାର ସମ୍ଭାଳି ଥିବା ସମସ୍ତ ଭାଇ ମାନଙ୍କୁ ସଂଗଠନର ତରଫରୁ ହୃଦୟର ସହିତ ସ୍ବାଗତ ଜଣାଉଛି ଆଶାକରେ ଆପଣମାନେ ନିଜ ନିଜ ମଧ୍ୟରେ ଭାଇଚାରା ଭାବ ବଜାୟ ରଖି ଆପଣମାନଙ୍କ ଦାୟିତ୍ୱ ସୁଚାରୁରୂପେ ତୁଲାଇବେ ।     ଧନ୍ୟବାଦ     ହୃଦୟର ସହିତ ସ୍ବାଗତ💐🙏🏻

ବିପିୟୁଟି ଶେଷ ବର୍ଷ ପରୀକ୍ଷାକୁ ବିରୋଧ କରି ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ର ବିକ୍ଷୋଭ

Image
*ବିପିୟୁଟି ର ଶେଷ ବର୍ଷ ପରୀକ୍ଷାକୁ ବିରୋଧ କରି ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ର ଶାନ୍ତିପୂର୍ଣ୍ଣ ବିକ୍ଷୋଭ* କରୋନା ର କବଳରେ ସାରା ବିଶ୍ବ ଥିବା ବେଳେ ବିପିୟୁଟି ର ଶେଷ ବର୍ଷ ପରୀକ୍ଷାକୁ ନେଇ ତାରିଖ ପ୍ରକାଶ ପାଇଛି। କରୋନା ସମୟରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ବାଧାପ୍ରାପ୍ତ ହୋଇଛି ଏବଂ ବିଭିନ୍ନ ରାଜ୍ୟରେ ଥିବା ଛାତ୍ର ଛାତ୍ରୀ ମାନେ ଓଡ଼ିଶା ଆସିଲେ ତାଙ୍କ ସୁରକ୍ଷା ପାଇଁ ଦାୟୀ ରହିବ କିଏ? ଏହାକୁ ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ଦୃଢ଼ ଭାବରେ ବିରୋଧ କରିବା ସହ ମାନ୍ୟବର skill development minister ଙ୍କୁ ଲିଖିତ ଭାବେ ଜଣାଇଥିଲେ ଏବଂ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏହି ସମୟରେ ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ର ଚେୟାରମେନ ପ୍ରିୟ ରଂଜନ ନାୟକ ଏବଂ ସଭାପତି ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବିକାଶ ଦଳାଇ , ସ୍ବରାଜ ସାମଲ ଏବଂ ଏକାଧିକ ଓଇଏସ୍ଏ କର୍ମୀ ଉପସ୍ଥିତ ଥିଲେ , କରୋନା ନଥମିଲା ଯାଏ ପରିକ୍ଷା ସ୍ଥଗିତ ରଖିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି

Justice for elephant in kerala

Image
କେରଳର ପଲାକୋଟ ଜିଲ୍ଲା ରେ ଏକ ଗର୍ଭବତୀ ହାତୀ କୁ ସପୁରୀ ରେ ବିସ୍ପୋରକ ଦେଇ ମାରିଥିବା ଘଟଣାକୁ ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ତରଫରୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ଜଣାଉଛୁ. #JusticeForElephant 

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ କରିଥିବା ଆହ୍ୱାନକୁ ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ସଂଗଠନ ପକ୍ଷରୁ ସ୍ବାଗତ

Image
ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମଇ ମାସ ୩୦ ତାରିଖ ଶନିବାର ସନ୍ଧ୍ୟା ୫.୩୦ ସମୟରେ କରୋନା ପରି ଏକ ମହାମାରୀ ନିଜକୁ ନିୟୋଜିତ କରିଥିବା ଆମ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ କରିବାକୁ ଆହ୍ୱାନ ଦେଇଛନ୍ତି ,ଏହି ନିଷ୍ପତ୍ତିକୁ ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ସ୍ବାଗତ ଜଣାଇ ମା' ର ସଂଗୀତ "ବନ୍ଦେ ଉତ୍କଳ ଜନନୀ" ଗାନ କରିବାକୁ ସଂଗଠନ ର ସମସ୍ତ କାର୍ଯ୍ୟକର୍ତ୍ତା ମାନେ କହିଛନ୍ତି। ସଂଗଠନର ଚେୟାରମେନ ପ୍ରିୟ ରଂଜନ ନାୟକ କହିଛନ୍ତି ଆମ ସଂଗଠନ ଉତ୍କଳ ବାସୀ ଓ ଉତ୍କଳ ସଂସ୍କୃତିକୁ ପ୍ରତ୍ୟେକଟି ଓଡ଼ିଆ ମନରେ ପ୍ରସ୍ଫୁଟିତ କରିବା ପାଇଁ ସବୁବେଳେ ଚିନ୍ତା ପ୍ରକଟ କରୁଥିବା ସମୟରେ ଉତ୍କଳର ଏଭଳି ଏକ ସାମୁହିକ କାମରେ ଆମେ ନିଜକୁ ନିୟୋଜିତ କରିଲେ କିଛି ମାତ୍ରାରେ ଆମ ସଂଗଠନ ଲକ୍ଷ୍ୟ ପୂରଣ  ହେବ ବୋଲି ସଂଗଠନର ଆଶା ଓ ଭରସା

Award from astha foundation trust,bbsr

Image
Thanks you Astha foundation trust for giving corona fighter award🙏🙏

Award from "Nua aloka"

Image
ନୂଆ ଆଲୋକ ପରିବାରକୁ ଅଶେଷ ଅଶେଷ ଧନ୍ୟବାଦ, ଆପଣ ଆମକୁ ଯୋଗ୍ୟ ଭାବି ସମ୍ମାନିତ କରିଛନ୍ତି। ଆପଣଙ୍କ ପାଖରେ ଆମ ସଂଗଠନ ଚିର ଋଣି ହୋଇ ରହିବ🙏🙏🙏