ବିପିୟୁଟି ଶେଷ ବର୍ଷ ପରୀକ୍ଷାକୁ ବିରୋଧ କରି ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ର ବିକ୍ଷୋଭ




*ବିପିୟୁଟି ର ଶେଷ ବର୍ଷ ପରୀକ୍ଷାକୁ ବିରୋଧ କରି ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ର ଶାନ୍ତିପୂର୍ଣ୍ଣ ବିକ୍ଷୋଭ* କରୋନା ର କବଳରେ ସାରା ବିଶ୍ବ ଥିବା ବେଳେ ବିପିୟୁଟି ର ଶେଷ ବର୍ଷ ପରୀକ୍ଷାକୁ ନେଇ ତାରିଖ ପ୍ରକାଶ ପାଇଛି। କରୋନା ସମୟରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ବାଧାପ୍ରାପ୍ତ ହୋଇଛି ଏବଂ ବିଭିନ୍ନ ରାଜ୍ୟରେ ଥିବା ଛାତ୍ର ଛାତ୍ରୀ ମାନେ ଓଡ଼ିଶା ଆସିଲେ ତାଙ୍କ ସୁରକ୍ଷା ପାଇଁ ଦାୟୀ ରହିବ କିଏ? ଏହାକୁ ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ଦୃଢ଼ ଭାବରେ ବିରୋଧ କରିବା ସହ ମାନ୍ୟବର skill development minister ଙ୍କୁ ଲିଖିତ ଭାବେ ଜଣାଇଥିଲେ ଏବଂ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏହି ସମୟରେ ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ର ଚେୟାରମେନ ପ୍ରିୟ ରଂଜନ ନାୟକ ଏବଂ ସଭାପତି ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବିକାଶ ଦଳାଇ , ସ୍ବରାଜ ସାମଲ ଏବଂ ଏକାଧିକ ଓଇଏସ୍ଏ କର୍ମୀ ଉପସ୍ଥିତ ଥିଲେ , କରୋନା ନଥମିଲା ଯାଏ ପରିକ୍ଷା ସ୍ଥଗିତ ରଖିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି

Comments

Popular posts from this blog

ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ପକ୍ଷରୁ ଯାଜପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ

Award from "Nua aloka"

New leader of OESA