Popular posts from this blog
Award from astha foundation trust,bbsr
ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ପକ୍ଷରୁ ଯାଜପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ
ଗତ ଜାନୁଆରୀ ୧୪ ରେ ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ପକ୍ଷରୁ ଯାଜପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଉଦଘାଟନ ହୋଇଛି। ଏହି ସଭାରେ ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ର ଅଧକ୍ଷ ପ୍ରିୟ ରଂଜନ ନାୟକ ସଭାପତିତ୍ବରେ ବିଂଝାରପୁର ବିଧାୟିକା ତଥା ଶାସକ ଦଳ ମୁଖ୍ୟ ସଚେତକ ଏବଂ ମୁଖ୍ୟ ପରାମର୍ଶ ଦାତା ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ଶ୍ରୀମତୀ ପ୍ରମିଳା ମଲ୍ଲିକ ମହୋଦୟା, ବିଂଝାରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ନନ୍ଦ କିଶୋର ସାମଲ ମହୋଦୟ, ବିଂଝାରପୁର ଛାତ୍ର ବିଜେଡ଼ି ସଭାପତି ଲେଲିନ ଦାସ, ଭଦ୍ରକ ଜିଲ୍ଲା ଛାତ୍ର ବିଜେଡ଼ି ଉପ ସଭାପତି ହୃଦୟ ରଜଂନ ମହାପାତ୍ର, ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ର ରାଜ୍ୟ ସଭାପତି ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ, ଅନ୍ୟମାନଙ୍କ ମଧ୍ୟରେ ଦିପକ ଜେନା,ତନ୍ମୟ ସାମଲ, ସୁବ୍ରତ ପୃଷ୍ଟି , ପ୍ରଭାତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ



Comments
Post a Comment