New leader of OESA


ସମସ୍ତ ନୂତନ ଭାବେ ସଂଗଠନର ବିଭିନ୍ନ ପଦବୀ ର ଭାର ସମ୍ଭାଳି ଥିବା ସମସ୍ତ ଭାଇ ମାନଙ୍କୁ ସଂଗଠନର ତରଫରୁ ହୃଦୟର ସହିତ ସ୍ବାଗତ ଜଣାଉଛି ଆଶାକରେ ଆପଣମାନେ ନିଜ ନିଜ ମଧ୍ୟରେ ଭାଇଚାରା ଭାବ ବଜାୟ ରଖି ଆପଣମାନଙ୍କ ଦାୟିତ୍ୱ ସୁଚାରୁରୂପେ ତୁଲାଇବେ ।
    ଧନ୍ୟବାଦ
    ହୃଦୟର ସହିତ ସ୍ବାଗତ💐🙏🏻

Comments

Popular posts from this blog

ଓଡ଼ିଶା ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ପକ୍ଷରୁ ଯାଜପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ